ଅଜଣା ଅତିଥି by Kabita Mala in Odia Novels
ଠକ୍ ଠକ୍......ରମେଶ ଛାତିରେ ଛନକା ପଶିଲା । ରମେଶ ଥରି ଥରି ଡ଼୍ରଇଁ ରୁମକୁ ଆସିଲା । କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ି ଅନାଇଲା । ଘଡ଼ିରେ ଗୋଟାଏ...