ଦୁରଦେଶର ରାଜଜେମା ️️..

(0)
  • 15.4k
  • 0
  • 6.1k

ଆଜିବି ସେମିତି ବର୍ଷା ହୋଉଛି ଠିକ ସେଦିନ ପରି, ଆଜିବି ସେ ସ୍ମୃତି ସବୁ ଜୀବନ୍ତ ହୋଇଯାଉଛି ମୋ ଆଖିଆଗରେ କାହିଁକି ମୋ ସହ ଏମିତି ଘଟିଗଲା,, ଭୁଲ କଣ କରିଥିଲି.. ଆଜି ଏ ଲୁହ କାହିଁକି ଆଖିର ବନ୍ଧ ଡେଇଁ ଚାଲିଆସୁଛି କାହିଁକି ମୁଁ ଭୁଲିପାରୁନି ତୁମକୁ, କେମିତି ଭୁଲିବି ମୋ ଜୀବନର ପହିଲି ପ୍ରେମର ରଙ୍ଗ ତୁମେ ପହିଲି ସ୍ବପ୍ନ ତୁମେ... ଆଜିକୁ 4ବର୍ଷ ହେଇଗଲା ********** ମୁଁ ଅଭିମନ୍ୟୁ ସାମନ୍ତରାୟ (abhi) ଡିପ୍ଲୋମା mechanical ର ପ୍ରଥମ ବର୍ଷ ର ଛାତ୍ର ଗୋପାଳପୁର ର engineering clg ରେ ଆଜି ପ୍ରଥମ ଦିନ.... ଅଭିଲିପ୍ସା ସହ ପ୍ରଥମ clg ରେ ଆଡ୍ମିଶନ ଦିନ ଦେଖା ହେଇଥିଲା ଆଉ ଆଜି ଆମ ଦୁଇ ଜଣଙ୍କର ପ୍ରଥମ ଦିନ clg ରେ... ( Abhilipsha❤️ ଯିଏ ପ୍ରଥମ ଦିନରୁ ଅଭି ର ହୃଦୟରେ ଘର କରି ରହିଅଛି.. କଣ ହେବ ଅଭି ଆଉ ଲିପ୍ଶା ର ପ୍ରେମ କାହାଣୀ କଣ ଅଭି ଲିପ୍ଶା ku ପାଇପାରିବ.. ନାଁ ପ୍ରେମ ଅଧୁରା ରହିଯିବ ଭିର୍ଣ୍ଣ ଏକ ପ୍ରେମ କାହାଣୀ ଜାଣିବାକୁ କାହାଣୀ ku ପଢନ୍ତୁ. ହୁଏତ ପ୍ରଥମ ଭାଗରେ ଏତେ ମଜା ନ ଆସିପାରେ ହେଲେ 2ଣ୍ଡ ପାର୍ଟ ଠୁ କାହାଣୀ ଭିର୍ଣ୍ଷ ଏକ ମୋଡ ନବ.. ଭୁଲ ଥିଲେ କ୍ଷମା କରିବେ )

1

ଦୁରଦେଶର ରାଜଜେମା ️️... - 1

କାହାଣୀ ସମ୍ପୂର୍ଣ କାଳ୍ପନିକ..ଆଜିବି ସେମିତି ବର୍ଷା ହୋଉଛି ଠିକ ସେଦିନ ପରି, ଆଜିବି ସେ ସ୍ମୃତି ସବୁ ଜୀବନ୍ତ ହୋଇଯାଉଛି ମୋ ଆଖିଆଗରେ କାହିଁକି ମୋ ଏମିତି ଘଟିଗଲା,, ଭୁଲ କଣ କରିଥିଲି.. ଆଜି ଏ ଲୁହ କାହିଁକି ଆଖିର ବନ୍ଧ ଡେଇଁ ଚାଲିଆସୁଛି କାହିଁକି ମୁଁ ଭୁଲିପାରୁନି ତୁମକୁ, କେମିତି ଭୁଲିବି ମୋ ଜୀବନର ପହିଲି ପ୍ରେମର ରଙ୍ଗ ତୁମେ ପହିଲି ସ୍ବପ୍ନ ତୁମେ... ଆଜିକୁ 4ବର୍ଷ ହେଇଗଲା ********** *********** *********** ************ମୁଁ ଅଭିମନ୍ୟୁ ସାମନ୍ତରାୟ (abhi) ଡିପ୍ଲୋମା mechanical ର ପ୍ରଥମ ବର୍ଷ ର ଛାତ୍ର ଗୋପାଳପୁର ର engineering clg ରେ ଆଜି ପ୍ରଥମ ଦିନ.... ଅଭିଲିପ୍ସା ସହ ପ୍ରଥମ clg ରେ ଆଡ୍ମିଶନ ଦିନ ଦେଖା ହେଇଥିଲା ଆଉ ଆଜି ଆମ ଦୁଇ ଜଣଙ୍କର ପ୍ରଥମ ଦିନ clg ରେ...( Abhilipsha️ ଯିଏ ପ୍ରଥମ ଦିନରୁ ଅଭି ର ହୃଦୟରେ ଘର କରି ...Read More

2

ଦୁରଦେଶର ରାଜଜେମା ️️... - 2

କାହାଣୀର ପ୍ରଥମ ଭାଗ ପଢିବାକୁ ଅନୁରୋଧ...###******* *********** **********ତା ପରଦିନ ଆକାଶ ବୋଲି ପିଲାଟିଏ ଆସି ଲିପ୍ସାକୁ ହାୟ ବୋଲି କହିଲା,, ସେ ପିଲାକୁ ଦେଖି ଅନେକ ପ୍ରଶ୍ନ ଚାଲିଲା କିଏ ଇଏ, କଣ ହେଇଥିବ ଲିପ୍ସା ସହ ସମ୍ପର୍କ, ଏମିତି ଅନେକ କିଛି...ଲିପ୍ସା -- ଆରେ ଆକାଶ ଆସ,,ଇଏ ହୋଉଛନ୍ତି ଆକାଶ ମୋ ପିଲା ବେଳର ପ୍ରେମ 8th class ରୁ ଆମେ ପରସ୍ପର ku ଭଲପାଉଛୁ ମୁ ଏବେ ଜାଣିଲି ଯେ ସିଏ ଆମ clg ରର ପଢୁଛନ୍ତି ବୋଲି,, ସିଏ 2ଣ୍ଡ year ରେ ନାଁ ଲେଖେଇଛନ୍ତି 2ଦିନ ହବ,,ଆଜି ମୁଁ ବହୁତ ଖୁସି ମୋ ଆକାଶ ଙ୍କୁ ପାଇଯାଇଛି,,, ok ଅଭି ଏବେ ଆମେ ଯାଉଛୁ ଲଞ୍ଚ time ରେ ଦେଖା ହବା....ଲିପ୍ସା ଆକାଶ ର ହାତ ଧରି ଚାଲିଯାଉଥାଏ... ମୁଁ ତାକୁ ସେମିତି ଚାହିଁରହିଥାଏ,, ସିଏ ଗଲା ପରେ....ମଧୁ -- କଣ ହେଲା ...Read More