ଆଜିବି ସେମିତି ବର୍ଷା ହୋଉଛି ଠିକ ସେଦିନ ପରି, ଆଜିବି ସେ ସ୍ମୃତି ସବୁ ଜୀବନ୍ତ ହୋଇଯାଉଛି ମୋ ଆଖିଆଗରେ କାହିଁକି ମୋ ସହ ଏମିତି ...
ଠକ୍ ଠକ୍...... ରମେଶ ଛାତିରେ ଛନକା ପଶିଲା । ରମେଶ ଥରି ଥରି ଡ଼୍ରଇଁ ରୁମକୁ ଆସିଲା । କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ି ଅନାଇଲା । ...