ପ୍ରଥମ ପ୍ରେମ

(12)
  • 92.3k
  • 2
  • 25.6k

? ?ପ୍ରଥମ ପ୍ରେମ ?? ✍️ଗୀତାଞ୍ଜଳୀ ପୂଜାପଣ୍ଡାସୁହାନି ଆଜି ନ ଖାଇ ଟିକେ ମିଲକ ସେକ ପିଇ ସ୍କୁଲ କୁ ଯାଇଛି,। ଆସିଲେ ଖାଇବାକୁ ମାଗିବ ଭାବି ମିନା ତରତର ହୋଇ ରୋଷେଇ ଘର କୁ ବାହାରି ପଡିଲେ। ପ୍ରିୟ ସ୍ୱାମୀ ଙ୍କର କଥା ଟିମନେ ପଡିଲା ଆରେ ଆଶିଷ ତ ଏ ଯାଏଁ କଣ ?? ବେଡ଼ରୁମ ରୁ ବାହାରି ନାହାନ୍ତି , ଆଜି ଉଠିବେନି ନା କଣ ?? , ଯାଏ ତାଙ୍କୁ ଉଠାଏ ଭାବି ପ୍ରିୟ ସ୍ୱାମୀକୁ ଉଠାଇ ବାକୁ ଗଲା ବେଳେ କୁ ଆଶିଷ ତାଙ୍କୁ ପଛପଟୁ ଧରି ପକାଇଲାହସି ହସି କହିଲେ ମାଡାମ ଏ ସମୟ ରେ କଣ ବେଡ଼ରୁମ ରେ??ରୋଷଇ ଘରେ ରହିବା ଲୋକ କଣ ??ମତେ ମିସ କରୁଥିଲା କି?? ମିନା ହସି ହସି ନା ମ ତମକୁ ଉଠାଇ ବାକୁ ଆସିଥିଲି ଅଫିସ ଯିବ ପାଇଁ.......କାଲି ସକାଳୁ